‚ଅରଣ୍ୟ ଯାତ୍ରୀ‘ କବି ବିଜୟ କେତନ ପଟ୍ଟନାୟକଙ୍କ ଆତ୍ମକଥନ । ନିଜ କର୍ମମୟ ଜୀବନ ଭିତରେ ସେ ଅନେକଥର ଭେଟିଛନ୍ତି ଅରଣ୍ୟକୁ; ଅରଣ୍ୟର ଅତୁଳନୀୟ ସୌନ୍ଦର୍ଯ୍ୟକୁ। ବନାନୀର ବିଜନତା; ବୃକ୍ଷର ବିଶାଳତା ବା ବିହଙ୍ଗର ବର୍ଣ୍ଣମୟତା ବାରବାର ବିଭୋର କରିଛି ତାଙ୍କୁ । କେବେ କବିତା ଝରିଛି ତ କେବେ କାହାଣୀ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କର ଏହି ଆତ୍ମକଥା ଶୁଣନ୍ତୁ ବିଶିଷ୍ଟ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ…
Medium: Audio Books
Bildformat:
Studio: Storyside IN
Erscheinungsdatum: