ନାଗା ଓ ସୋରି । ଦୁଇଜଣ ଭିନ୍ନ ଜାତିର । ହେଲେ ଉଭୟଙ୍କ ଭିତରେ ଗଢ଼ିଉଠିଥିଲା ପ୍ରେମ । ହଁ ଯେଉଁ ପ୍ରେମ ଜାତି-ଗୋତ୍ର; ପାପ-ପୁଣ୍ୟ; ଆତ୍ମୀୟ-ସ୍ୱଜନ କିଛି ମାନେ ନାହିଁ । କଣ ହେଲା ସେମାନଙ୍କର ଶେଷରେ? ପ୍ରକାଶ ରାଉତଙ୍କ କଣ୍ଠରେ ଶୁଣନ୍ତୁ ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କ ଭିନ୍ନ ଧରଣର ଉପନ୍ୟାସ ‚ଓୟେ ପୁଅମା‘ ।
Medium: Audio Books
Bildformat:
Studio: Storyside IN
Erscheinungsdatum: